ଧାମନଗର ଉପନିର୍ବାଚନ: ଅନୁକମ୍ପା ବନାମ ମିସନ୍ ଶକ୍ତି

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଷ୍ଟ୍ରଙ୍ଗରୁମ୍‌ରେ ସିଲ୍ ହୋଇ ରହିଛି ଇଭିଏମ୍‌। କେନ୍ଦ୍ରୀୟ ପୁଲିସ ଟିମ୍‌ର କଡ଼ା ସୁରକ୍ଷା ବଳୟ ଭିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଭିଭିପାର୍ଟ ମେସିନ୍। ତୀବ୍ର ପ୍ରତିଦ୍ବନ୍ଦ୍ବିତା ବିଶେଷ କରି ଅନୁକମ୍ପା ବନାମ ମିସନ୍‌ ଶକ୍ତି ଲଢ଼େଇ ଭିତରେ କାହାର ହେବ ବିଜୟ, ସେ ନେଇ କିଛି ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା … Continue reading ଧାମନଗର ଉପନିର୍ବାଚନ: ଅନୁକମ୍ପା ବନାମ ମିସନ୍ ଶକ୍ତି